STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଜା ଜା ,,,

ଜା ଜା ,,,

1 min
292


କଥା କହି ମୁହଁ ତୋର  

ଦିଏ ନାହିଁ ପତ୍ତା 

ଆଖି ତୋର ଘୁରିଗଲେ 

ହୁଏ ହୃଦ୍ ବ୍ୟଥା  ll


କାହିଁ ମୁଁ ଖୋଜିବି ଆଉ  

କଲୁ କି ମନ୍ତର 

ବ୍ୟଙ୍ଗ କବି କରିଦେଲୁ 

ମୁହଁ ମୋଡି ତୋର   ll


ଗଲୁ ତ ଗଲୁ ପଛେଇ 

ଦେଖିନି ତୋ ରୂପ 

ପିଠି କେଶରାଜି ଦେଖି 

କରେ ମୁଁ ଆଳାପ   ll


ନିତମ୍ବର ତରଙ୍ଗରେ 

ଥରି କମ୍ପେ ପ୍ରାଣ 

ଚାଲି 'ତୋ ଗଜଗମନି 

ତୋ ମା ରାଣ    ll



Rate this content
Log in