STORYMIRROR

Suresh chandra Padhy

Others

3  

Suresh chandra Padhy

Others

ହରି ନାମ

ହରି ନାମ

1 min
210

ହରି ନାମ ମନ ନିତି ଜପରେ

ମିଛ ସଂସାରରେ ହରି ନାମ ସାରରେ

"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେହରେ

ହରେ ରାମ ହରେ ରାମ ରାମ ରାମ ହରେହରେ"

କାହିଁକି ଆସିଛୁ ମନ କିସ ନେବା ପାଇଁରେ

ଯାହାକୁ ସତ୍ୟ ମଣୁ ସାଥେ ଯିବ ନାହିଁରେ

 ଦୁର୍ଲ୍ଲଭ ଜନ୍ମେ ଜପ ହରି ନାମ ସାରରେ

"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେହରେ

ହରେ ରାମ ହରେ ରାମ ରାମ ରାମ ହରେହରେ"

ଗୁରୁ ନାମ ଜପି ଯା ଶ୍ରଦ୍ଧା ବିଶ୍ଵାସରେ

ଗୁରୁ ବାଣୀ ଶୁଣି ଯା ସମର୍ପିତ ହୋଇରେ

ଗୁରୁ ବିନା ଅନ୍ୟ ଗତି ତୋର ନାହିଁରେ 

"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ ରାମ ରାମ ହରେ ହରେ"

ଯାହା ତୁ ଦେଖୁଛୁ ଦୁଇ ନୟନରେ

ସବୁ ଛାଡି ଯିବୁ ଦିନେ କିଛି ନେବୁ ନାହିଁରେ

ହରି ନାମ ଗତି ମୁକ୍ତି ହରି ନାମ ସାର ରେ

"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ ରାମ ରାମ ହରେ ହରେ "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍