STORYMIRROR

Apalata Aruk

Others

3  

Apalata Aruk

Others

ହୋଲିକାର ସ୍ୱାହା ହେଉ

ହୋଲିକାର ସ୍ୱାହା ହେଉ

1 min
158


ପ୍ରତିହିଂସା ଦ୍ୱେଷ ଛଳର ପ୍ରତୀକ

ହୋଲିକାର ସ୍ୱାହା ହେଉ,

ସଂପ୍ରୀତିର ସାତ ରଙ୍ଗରେ ଜୀବନ

ମହୋତ୍ସବମୟ ହେଉ।

ଆପଣାପଣର ମିଠା ମହକରେ

ଚୌଦିଗ ଚହଟିଯାଉ,

ତନ୍ମୟ ମନରେ ମନ୍ମୟ ଭାବନା

ଅମୃତ ବରଷୁଥାଉ ।



Rate this content
Log in