STORYMIRROR

GAGAN KUMAR DASH

Others

2  

GAGAN KUMAR DASH

Others

ହଜି ଯାଇଥିବା ରାସ୍ତା

ହଜି ଯାଇଥିବା ରାସ୍ତା

1 min
70


ହଜି ଯାଇଥିବା ରାସ୍ତାକୁ

ଫେରି ମୁଁ ଚାହିଁନି

ଛିଣ୍ଡି ଯାଇଥିବା ଗୁଡ଼ି କୁ

ଧରି ପାରିଲିନି ।


ରାସ୍ତା ଆଗକୁ 

ଆହୁରି ଅନେକ ରାସ୍ତା

ସହରର ଗଳି କନ୍ଦି ରାସ୍ତା

ଥରେ ଭୂଲିଯିବା

ଆଉ ଧରି ହେବ ନି ।


ରାସ୍ତାକୁ କଣ ଜଣାଥାଏ ?

ପଥିକର ଅଭିଳାଷ

ଆପେ ଆପେ ଧରା ଦିଏ ।


ଗାଁ ଗାଁ ବୁଲେ

ପ୍ରଜାପତି ପରି ଘୂରେ

ଭ୍ରମର ପରି ବୁଲେ

ଚାଲି ପାରେନା 

ନିସ୍ତେଜ ପାଦରେ

ଖୋଜି ପାରେନା

ଥକି ଯାଏ

ଖୋଜିବାକୁ 

ହଜି ଯାଇଥିବା ରାସ୍ତା ।


Rate this content
Log in