Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

☞ ହେ ! ନୂଆବର୍ଷ ☜

☞ ହେ ! ନୂଆବର୍ଷ ☜

1 min
6.6K


☞ ହେ ! ନୂଆବର୍ଷ ☜
ତୁମ ଆସିବାରେ...
ବଦଳିବ କି' ନଗଡା ଭୂଇଁର ଚିତ୍ର ?
ଥମିବ କି' ଜାପାନୀ ଜ୍ୱର ପ୍ରକୋପ ?
କମିବ କି' ଦାନ ମାଝିର ମନକଷ୍ଟ ?
ଜଣାଅଛି ...
ଖାଲି ଦେଇ ଯିବ କୁଢ଼କୁଢ଼ ,
ଦୁଃଖ ଆଉ ଦୁଃଖ ।
ଶୁଣ ନୂଆବର୍ଷ !!!
ଗରିବର ଚିନ୍ତା ନାହିଁ -
ବର୍ଷା କେତେ ବର୍ଷିବ ,
ଶୀତ କେତେ ବଢ଼ିବ ,
ଖରା କେତେ ବାଧିବ,
ସେ ତ଼ ନିଜପାଇଁ ନିଜେ ଯଥେଷ୍ଟ ।।
ହେ ! ନୂଆବର୍ଷ -
ଯାଇ ପଶ ତ଼ା ପାଶେ ,
ଯା'ର ...
ମଲାଯାଏଁ ମେଣ୍ଟେନାହିଁ ପାଇବାର ଶୋଷ ।।।

☀☀☀ ଅମୀୟ ବେଜ୍  ☀☀☀


Rate this content
Log in