STORYMIRROR

Naheda Shaheen

Others

3  

Naheda Shaheen

Others

ହେ ଈଶ୍ୱର

ହେ ଈଶ୍ୱର

1 min
155

ହେ ଈଶ୍ୱର ତୁମ୍ଭେ ମାତା ତୁମେ ପିତା

ସକଳ ଜୀବର ଆଧାର

ତୁମେ ସୃଷ୍ଟି ତୁମେ ସ୍ରଷ୍ଟା ତୁମେ ରକ୍ଷକ

ପୁଣି ତୁମେ ହିଁ କର ସଂହାର

ଗର୍ବ ଅହଙ୍କାର ମିଥ୍ୟା ଅଭିମାନ ଆଡ଼ମ୍ବର

ଜୀବ ପାଇଁ ଏହା ନର୍କର ଦ୍ଵାର

ସତ୍ୟ ପଥ ଧର୍ମ ପଥ ଦେଖାଇବା ପାଇଁ

ଅବତରି ଅଛ ତୁମେ ବାରମ୍ବାର

ମାନବିକତା ଠାରୁ ବଡ଼ ନାହିଁ କେଉଁ ଧରମ

ବିଶ୍ୱ ନିୟନ୍ତା ହେ କୋଟି ନମସ୍କାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍