STORYMIRROR

DAYANIDHI BAGARTEE

Others

2  

DAYANIDHI BAGARTEE

Others

ହେ ଗଜାନନ

ହେ ଗଜାନନ

1 min
43

ହେ ଗଜାନନ ହେ ଗଣପତି

              ହେ ପାର୍ବତୀ ନନ୍ଦନ

ତବ ଚରଣାର ବିନ୍ଦରେ

             ମମ କୋଟି ପ୍ରଣାମ ।

   

ଆବାଳ ବୃଦ୍ଧ ବନିତା

         ସବୁୁୁତ ଆପଣଙ୍କ ଶିଷ୍ୟଗଣ

ଏତିକି କାମନା ପ୍ରଭୁହେ

 ଭରିଦିିିଅ ପ୍ରତି ହୃଦେ ସତ୍ୟ,ଶ୍ରଦ୍ଧା ଆଉ ପ୍ରେମ।


ଦୁନିଆ ଲଢୁଛି କରୋନା ସାଥେ

      ସବୁୁୁଠି କରୋନାର ଆତଙ୍କ

ଉଦ୍ଧାର କର ହେ ବିଘ୍ନ ବିନାଶନ

     ଶୀଘ୍ର ଦୁର ହେଉ ମହାମାରୀ ଆତଙ୍କ।  


ଏ ଦୟାନିିିଧି ବଗର୍ତ୍ତୀ

    ଆପଣଙ୍କ ଏକ ତୁଚ୍ଛ ଦାସ

ତବ ଚରଣେ ଶରଣ ପଶି

    ମାଗୁଛି ସଂସାର ଲାଗି ଟିକିଏ ହସ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍