ହେ ବୈଶାଖୀ
ହେ ବୈଶାଖୀ
1 min
310
ହେ ବୈଶାଖୀ..
ତୁମ ଗ୍ରୀଷ୍ମ ପୀରତିରେ
ଜଳି ପୋଡିଲିଣି,
ପ୍ରୀତି ବାରିଦ ପାଇଁ
ଝୁରି ମାରିଲିଣି,
ତୁମେ ଯାଅ ନା
ମୋ ଜୀବନ ଋତୁରୁ...
ମୋତେ ଶ୍ରାବଣୀ ଭଲପାଇ ବସିଛି
ଆସିବ ସେ ବର୍ଷା ରାଇଜରୁ
ମୌସୁମୀ ଅନୁରାଗକୁ ଧରି ।।