STORYMIRROR

Brundabana Pradhan

Others

3  

Brundabana Pradhan

Others

ହାଟ

ହାଟ

1 min
214


ପନିପରିବା ଭଳିକି ଭଳି 

ଲାଗିଥାଏ ସେଠାରେ କେତେ ଗହଳି। 

ଆନନ୍ଦେ ମନ ଯାଏ ଉଛୁଳି

ବାପା ସାଙ୍ଗରେ ହାଟ ଯାଏ ମୁଁ ଚାଳି। 

ମନରେ ଥାଏ କେତେ ସପନ 

ହାଟ କରିବା ପାଇଁ ଲାଗଇ ମନ। 

ଆଳୁ ସାରୁ କଖାରୁ ଫୁଲ 

ପଚାରୁଥାଏ ମୁଁ ତାହର ମୂଳ। 

ଚାଷୀ ବିଚରା ଆସଇ ହାଟ 

ଗ୍ରାହକର ସେ ଦେଖ ଇ ବାଟ। 

ପରିବା ଗୁଡାକ ଆଣଇ ବିକି

କାମ କରି କରି ଯାଏ ସେ ଥକି। 



Rate this content
Log in