The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jagabandhu Sahu

Others

2  

Jagabandhu Sahu

Others

ଗୁରୁ ଦେବାୟ ନମଃ

ଗୁରୁ ଦେବାୟ ନମଃ

1 min
144


ଗୁରୁ ଅଟେ ଶ୍ରେଷ୍ଠ  ଜଗତରେ ସାର

    ଗୁରୁ ରୂପେ ଭଗବାନ

ଚାଟଶାଳି ଯାଇ  ଗୁରୁଙ୍କ ଆଶିଷେ

    ଅରଜନ୍ତି ଦିବ୍ଯ ଜ୍ଞାନ ।

ହାତ ଆମ ଧରି   ଭଲ ମନ୍ଦ କଥା

    ଦିଅନ୍ତି କେତେ ଶିଖାଇ

ସେଇ ଗୁରୁଙ୍କ ଯେ ଗୁରୁଜୀ ଦିବସେ

     ଶୁଭେଚ୍ଛା ଦିଏ ଜଣାଇ ।

ପିତା ଯେହ୍ନେ ହିତ  ଶରୀରର ପାଇଁ

     ଜୀବନେ ହିତ ଶିକ୍ଷା

ଶିକ୍ଷା ବିନା ନର    ପଶୁର ସମାନ

     ବିଦ୍ଯା ହିଁ ଆମରି ଶଖା ।

ର୍ଗବ କରିଯିବା    ମାତୃଭୂମି ଆଉ

     ଆମ ମାତୃଭାଷା ପାଇଁ

ବିଦ୍ଯାଳୟ ଅଟେ   ମନ୍ଦିର ସମାନ

     ଗୁରୁ ଯେ ଦେବତା ତହିଁ ।



Rate this content
Log in