STORYMIRROR

Maitreyee Kamila

Others

3  

Maitreyee Kamila

Others

ଗଜାନନ

ଗଜାନନ

1 min
42


ଅଗ୍ରପୂଜ୍ୟ ଆହେ ବିଘ୍ନ ବିନାଶନ 

ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ 

ବନ୍ଦନା ଘେନ


ସର୍ବ ମଙ୍ଗଳ ଆହେ 

ଆରାଧ୍ୟ ଦେବତା

ମୂଷିକ ଧାରୀ

ରିଦ୍ଧି ସିଦ୍ଧି ଦାତା


ପାର୍ବତୀ ପୁତ୍ର ଆହେ ଗଜାନନ

ମୋଦକ ଲଡୁରେ

ଥାଏ ତୁମ୍ଭ ମନ


ଚିନ୍ତା ଚେତନାରେ ତୁମେ

ଭାବନାର ସୁଖମୟ ଜ୍ୟୋତି ତୁମେ

ଗତିମୁକ୍ତି ଦାତା ପ୍ରଭୁ

ଆହେ ଗଜବଦନ 

ଦିଅ ଦିବ୍ୟଜ୍ଞାନ



Rate this content
Log in