STORYMIRROR

Ramani Kanta Sahu

Children Stories Others

3  

Ramani Kanta Sahu

Children Stories Others

ଘରେ ରହେମା,ଭଲେ ରହେମା

ଘରେ ରହେମା,ଭଲେ ରହେମା

1 min
444

ଘରେ ରହେମା, ଭଲେ ରହେମା ନାଇଯାଉ ଵାହାର୍

ସାଗୁନ୍ ଥି କୁଡେ ସେକେଣ୍ଡ୍ ହାତ୍ ଧୁ ଥିମା ବାର୍ ବାର୍

ମାସ୍ କ୍ ପିନ୍ଧମା, ହାତ୍ ନାଇ ମିଲେଇ କର୍ ମା ଜୁହାର୍

ହାତ୍ ଜୁଡି ଜୁହାର୍ କର୍ ବାର ଆଏ ଆମର୍ ସଂସ କାର୍।


ଦୁକାନ୍ ବଜ଼ାର୍ ଅଫିସ୍ ହଉ କି ଏଟିମ୍ କାଉଣ୍ଟର୍

ସାମାଜିକ୍ ଦୁର୍ ତା ରଖ୍ ମା ଆମେ, ମାନ୍ ମା ନିୟମ୍ ସର୍ କାରର୍

ନିଜେ ରହେମା ତର୍ କି କରି,କର୍ ମା ସଚେତନ୍ ଘର୍ ଘର୍

ବେମାରି କେ ନାଇ କରି ଅନାଦର, ଭଗାମା କରୋନା ବେମାର୍।


ନାଇନ କିଛି ଭେକ୍ ସିନ୍ ଜେ, ଠିକ୍ କର୍ ବା କରୋନା

ଥଣ୍ଡା, ଖାସି, ଜର୍ ହେଲେ ଜିମା ଡାକ୍ତର୍ ଖାନା 

ପଜିଟିଭ୍ ହଉ କି ନେଗେଟିଭ୍, ଟେଷ୍ଟ କର୍ ବା କେ ନାଇକରୁ ମନା

ଉସୋଖାଇ, ଅଲଗ୍ ରହି, ଭଗାମା ବେମାର୍ କରୋନା।


ଭୁଜିଭାତି, ସାଙ୍ଗ୍ ସାଥି, ଭେଟ୍ ଘାଟ୍ ନୁ ରହେମା ଦୁର୍

ଭାଵର୍ ବଂଧନ୍ ବର୍ କସ କର୍ ମା, ଭାବ୍ ଦିଆନିଆ ସଂସାର୍

ଜତନ୍ ନେମା ଆମେ, ଛୁଆପିଲା, ସିଆନସୁଜନ ମାନ୍ କର୍

ଦେସୁ ଭଗାମା କରୋନା ବେମାର, ମିଲିମିଶି ଜନ୍ ତା ଆଉ ସର୍ କାର୍।


ଡାକ୍ତର, ନର୍ସ, ପୁଲିସ, ସଫେଇବାଲା ଆଉ ଅଙ୍ଗନ୍ ବାଡ଼ି ୱାର୍କର୍

ସରପଞ୍ଚ୍, ଜିଲାସାହେବ ନୁ ଜେତ୍ କି ଅଛନ୍ ଅଫିସର୍

ଦେସ୍ ସେବା ଥି ଲାଗିପଡିଛନ୍ କରି ନିଜ୍ କେ ଆଗଭର୍

ଘରେ ରହି ଆମେ ଲଢମା, ବଢାମା ତହଁ କ୍ ତାକର୍

କରୋନା ହାର୍ ବା, ଆମେ ଜିତ୍ ମା, ଅଛେ ବିଶ୍ଵାସ୍ ଆମର୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍