ଗାଆଁ ମୋର
ଗାଆଁ ମୋର
1 min
179
ଗାଆଁର ଦୃଶ୍ୟ ଭାରି ମନ ଲୋଭା
କ୍ଷଣିକ ଭିତରେ ମନ କିଣି ନିଏ
ସଭିଁଏ କୁହନ୍ତି ମୋ ଗାଆଁଟି ଭାରି ବଢିଆ
ମୋ ମାଟି, ପାଣି, ପବନ ଭାରି ଲଢ଼ୁଆ
ଆକର୍ଷିତ କରଇ ତା ନଦୀର ଝରା
ଗାଆଁର ତୋଟା, ପୋଖରୀ ଓ ମାଛ ଧରିବାର ଦୃଶ୍ୟ
ଗାଆଁର ଛଇଳ ଚପଳ ନଈ
ତା ଦୃଶ୍ୟ ନେଇଯାଏ ମନ
ତଇଲା ଫୁଲର ଦୃଶ୍ୟ
ସତେ ଲାଗଇ ଆକାଶରେ ଚିକମିକର ଚମକ୍
ମନେ ଭାରି ଦିଏ
ଅନେକ ଉନ୍ମାଦନାର ମହକ
କୁକ ବଧୂର ଜଳ ଆଣିବାର ଠାଣୀ
ହୃଦୟକୁ ଛୁଇଁ ଦିଏ ତ ଚାହାଣି
ଆଖୁ କିଆରୀର ଦୋରୁଅ ରସ
ଆମ୍ବ ଗଛର ଛାଇ
କବାଡି, ତାସ ଖେଳିବାର ମଜା
ସତରେ ଭାରି ନିଆରା
