STORYMIRROR

jagabandhu sahu

Others

3  

jagabandhu sahu

Others

ଏ ଥିଲା ଅମର ପ୍ରେମ

ଏ ଥିଲା ଅମର ପ୍ରେମ

1 min
161

ଶବ ଯେବେ ଯିବ ମଶାଣୀ  ଭୂଇଁକୁ

     ଆସିବୁ ଲୋ ପ୍ରିୟା ଧାଇଁ

ଜଳନ୍ତା ଯୁଇରେ ନ ଜଳି ମୋ ଶବ

     ଥିବ ତୋର ବାଟ ଚାହିଁ ।


ଦୂରେ ଥାଇ ଯେବେ ଚାହିଁ ଦେବୁ ମୋତେ

     ଯିବିଲୋ ପାଉଁଶ ହୋଇ

ମୁଣ୍ତ ଧୋଇ ପ୍ରିୟା ଗାଧେଇ ଆସିକି

     ଯିବୁ ମୋର ଅସ୍ତି ନେଇ ।


ସମାଧି ମନ୍ଦିର  ଗୋଟେ ତୁ ଗଢିବୁ

     ଦେବୁ ମୋର ଅସ୍ତି ଥୋଇ

ସେଇ  ସମାଧିରେ  ରହିଥିବି  ପ୍ରିୟା

     ମୁଁ ଯେ ତୋର ବାଟ ଚାହିଁ ।


ଏଇ ଦୁନିଆର  ଇତିହାସ  ପୃଷ୍ଟାରେ

     ଲେଖି ଦେଇ ଯିବା ନାମ

ଯିଏତ   ପଢିବ   ସିଏତ   କହିବ

      ଏ ଥିଲା ଅମର ପ୍ରେମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ