STORYMIRROR

Maitreyee Kamila

Others

3  

Maitreyee Kamila

Others

ଏ ବର୍ଷ ରଜ

ଏ ବର୍ଷ ରଜ

1 min
73

ଆଦ୍ୟ ଆଷାଢ଼ର ପହିଲି ବର୍ଷାରେ

ପହିଲି ପର୍ବ ନେଇ ଆସିଛି

ପହିଲି ରଜ 

ଭିଜା ଭିଜା ମାଟିର ବାସ୍ନା

ଗାଁଠୁ ସହର ରଜ ସଜ

ପିଠା ମିଠା ଆମ୍ବ ପଣସ 

ତା ସାଙ୍ଗକୁ ଖିଲିପାନ

ଗାଁ ଦାଣ୍ଡରେ ସାଥି ମେଳ

ସଜେଇ ହୋଇ ରହିଛି ଆମ୍ବ

ଗଛରେ ଦୋଳି

ପ୍ରକୃତି ରାଣୀର ଅପୂର୍ବ ଶୋଭାରେ

ଅବଗୁଣ୍ଠିତ କାୟା

ଫିକା ଫିକା ଲାଗେ ସବୁ ସଜ ବାଜ

ପିଠା ପଣା ସହ ପାନ ମଉଜ

ଗାଁ ଠୁ ସହର ପଢ଼ିଛି ହୁରି

ନିଆରା ଢଙ୍ଗରେ ପାଳିବା ରଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍