STORYMIRROR

Brundabana Pradhan

Others

2  

Brundabana Pradhan

Others

ଦୁଇଟି ସ୍କେଚ୍

ଦୁଇଟି ସ୍କେଚ୍

1 min
41


କାହିଁକି ସେ ମୋ 

ନେପଥ୍ୟରେ ମତେ ଏତେ 

ଘୃଣା କରେ ଯେ କି ମୋ ଜୀବନ..... 

ହେଲେ ତାକୁ ମୁଁ ଖୁବ୍ ଭଳପାଏ

ଯିଏ ମତେ ଅନାବିଳ ଭାବେ 

ଖୁବ୍ ପ୍ରେମ କରେ 

ମୁଁ ତାକୁ ଘୃଣା କରେ.... 

ହୁଏତ ସେ କେବେ 

ପଛଘୁଞ୍ଚା ଦିଏନାହିଁ ।(ମୃତ୍ୟୁ) 



Rate this content
Log in