STORYMIRROR

Dr. Rajib Lochan Panigrahy

Children Stories Classics Inspirational

4  

Dr. Rajib Lochan Panigrahy

Children Stories Classics Inspirational

ଦଶ ଦିଗପାଳ

ଦଶ ଦିଗପାଳ

1 min
14


ମାନବ ସୃଷ୍ଟିରେ 

ଦଶ ଦିଗପାଳ ଙ୍କ 

ମହିମା ରହିଛି ଅପାର 

ଦଶ ଦିଗପାଳ 

ହୁଅନ୍ତି ପୂଜିତ 

ହୋମ ଯଜ୍ଞ କଲେ ପାଳନ 

ଦଶ ଦିଗପାଳ 

ଆମ ରକ୍ଷା କର୍ତ୍ତା 

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ 

ଜନମ ଶେଷରେ 

ଜୁଇ ନିଆଁ ଆଗୁ 

ଡାକନ୍ତି ମାଲ ଗଣ 

ସ୍ମଶାନ ଘାଟରେ 

ଦଶ ଦିଗପାଳ ଡାକି 

ଶବ ହୁଅଇ ଲଦନ 

ଦଶ ଦିଗପାଳ ଙ୍କୁ 

ସୁମରଣା କରି 

କୋକେଇରେ ହୁଏ 

ଅଗ୍ନୀ ସଂଯୋଗ 

ଶବ ଏଠି ଶିବ 

ଆଉ କେହି ନୁହେଁ 

ଦଶ ଦିଗପାଳରୁ ଏକ 

ଦଶ ଦିଗପାଳ 

ଦୟା ରଖିଥିଲେ 

ବିପଦ କେବେନ ଆସିବ 

ଧନ ସମ୍ପଦରେ 

କାର୍ଯ୍ୟ ସଫଳରେ 

ଐଶ୍ୱର୍ଯ୍ୟ ଭରିଥିବ 

କୁବେରଙ୍କ ଦୟା 

ସଦା ରହିଥିବ 

ଦଶ ଦିଗପାଳ 

ସୁମରଣା କରି 

ଯାଉ ଏ ଜୀବ ଜୀବନ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍