Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅମିତ୍ କୁମାର ସେଠୀ

Others Children

3  

ଅମିତ୍ କୁମାର ସେଠୀ

Others Children

ଦୀପାଳି

ଦୀପାଳି

1 min
170


ଆଜି ହେଉଛି ପବିତ୍ର ଦୀପାବଳି ଅମାବାସ୍ୟା

ପ୍ରତ୍ୟେକ ଘରେ ଆଲୋକର ଦୀପ 

ପ୍ରତି କୋଣ ଦୀପରେ ସଜ୍ଜିତ 

ଦୀପାବଳିର ଆଲୋକର ଚେହେରା

ଖୁସିରେ ପରିପୂର୍ଣ୍ଣ 

ଦୀପାବଳି ହେଉଛି ଆଲୋକର ପର୍ବ

ପ୍ରତ୍ୟେକ ମୁହଁରେ ହସ ସୁଖ

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି 

ଦୀପାବଳି ଧୁମଧାମରେ ଆମେ ପାଳନ କରୁ

ଗୃହେ ଗୃହେ ଦୀପ ଜଳେ 

ପିଠାପଣା ସହ ହସଖୁସିରେ

ଉତ୍ସବମୁଖରିତ ହୁଏ ଘର

ଆନନ୍ଦ ଓ ଉଲ୍ଲାସ ନେଇ ଆସେ ଦୀପାବଳି

ଚାରିଆଡ଼େ ଆଲୋକମୟ 

ଆମେ ସମସ୍ତେ ମିଶି

ଖୁସି ରେ ଦୀପାବଳି ଉତ୍ସବ ପାଳନ କରୁ ।


Rate this content
Log in