Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan kumar Mohanty

Inspirational

3  

Ranjan kumar Mohanty

Inspirational

Dear Diary ସଚେତନତା

Dear Diary ସଚେତନତା

1 min
11.6K


Dear Diary

ବାହାରକୁ ଗଲେ ହାତ ଧୋଇବା

ମୁହଁରେ କପଡା ମାସ୍କ ବାନ୍ଧିବା

ଯଦି ସଚେତନ ହେବା

କରୋନାକୁ ଆମେ ଏଡାଇ ଦେବା ।


ବେଶୀ ବୁଲାବୁଲି କରିବା ନାହିଁ

ଘରେ ରହିବା ଭଲରେ ଭାଇ

ଦେଶକୁ ନିର୍ଦେଶ ଏହି

ସଚେତନ ହୁଅ ଭୁଲି ନଯାଇ ।


ସବୁରି ମୁହଁରେ ଫୁଟିବ ହସ

କରୋନା ଯିବନି କାହାରି ପାଶ

ନକରିଣ ଉପହାସ

ସଚେତନ ଆମେ ହେବା ଅବଶ୍ୟ ।


Rate this content
Log in