STORYMIRROR

Sushma Manjari Dash

Others

3  

Sushma Manjari Dash

Others

ଦାୟିତ୍ୱ

ଦାୟିତ୍ୱ

1 min
195

ପରିବେଶ ଆମ ସ୍ଵଚ୍ଛ ନିର୍ମଳ ଅଟେ ପୁଣି ମଧୁମୟ 

ଯେତେ ଖୋଜିଲେ ବି ମିଳିବନି ମତେ ଆମ ପରି ବିଦ୍ୟାଳୟ

ଶିକ୍ଷା ସଂସ୍କାର ସୃଜନ ଶୀଳତା ରାଷ୍ଟ୍ର ପ୍ରେମର ଝଙ୍କାର   

 ଅଜାଡ଼ି ଦିଏ ଯେ ପୁଣ୍ୟ ଭାରତେ ସିଏ ଆମ ବିଦ୍ୟା ମନ୍ଦିର।

ଧରମ ରକ୍ଷା ଦେଶ ସୁରକ୍ଷା ଅଟେ ଆମରି ବ୍ରତ

ସତ୍ୟ ଶାନ୍ତି ଦୟା କ୍ଷମା ଆଉ ଶୃଙ୍ଖଳିତ ଚଲାପଥ     

ଏଠି ସଭିଏଁ ତୁଲାନ୍ତି ନିଜ ନିଜ ଗୁରୁ ଦାୟିତ୍ୱ         

 ଗଢା ହୁଏ ଏଠି ରାଷ୍ଟ୍ରର ସୁନାଗରିକ

ମଣିଷ ତିଆରି କାରଖାନା ଏ ତ ଶାନ୍ତି ମୈତ୍ରୀର ପ୍ରତୀକ


Rate this content
Log in