Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Pattanaik

Others

2  

Saudamini Pattanaik

Others

ଚକାନୟନ

ଚକାନୟନ

1 min
6.8K


ହେ ଚକାନୟନ, ହେ ଚକାଆଖି

ତୁମ ପାଦ ତଳେ ଏହି ମୋ ବିନତି

ତୁମ ଚରଣେ ରହୁ ମୋ ମତି

ତୁମକୁ ଡାକି ଡାକି

ଯାଉ ଏ ଦିନ ରାତି

ତୁମେ ଅଗତିର ଗତି

ହେ ଚକାନୟନ,

ହେ ମଧୁସୂଦନ,

ମୁଁ ଦିନହୀନ,

ତୁମ ପଦ ତଳେ ରହୁ ମୋ ମନ

ହେ ମଧୁସୂଦନ..... ।


Rate this content
Log in