Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JAMINEE JYOTI JENA

Others

4.0  

JAMINEE JYOTI JENA

Others

ଚକ ଖଡ଼ି

ଚକ ଖଡ଼ି

1 min
170


ଦୁରେଇ ଆସିଛି କାହିଁ ବିଦେଶ କୁ 


ମନେପଡେ ମା କଥା


ଗାନ୍ଧୀ ଗୋପବନ୍ଧୁ


 ପଞ୍ଚତନ୍ତ୍ର ର ସେ କୁହୁକ କାହାଣୀ କଥା ।


ବାଉଁଶ ମୂଳର ବାଉଁଶ କଣି କୁ ଅମରୀ ବେତ ର ମାଡ


ଚକ ଖଡ଼ି ଓ ସିଲଟ ର କଥା ବର୍ଷା ଓଦା ର


ପାଉଁରୁଟି ଖିଆ ଜର


ସ୍ମୃତି ହୋଇ ସବୁ ରହି ଯାଇଛି


 ଅତୀତ ର କୋଠରୀ ରେ ।


ଚାବି ଯଦି ଥରେ ଯାଏ ସତେ ଖୋଲି ଦେବି ଆଉ ଥରେ


ଅତୀତ କୋଠରୀ ଏତେ ଯେ ସୁନ୍ଦର ସୁକ୍ଷ୍ମ ତାର ମାଟି କାନ୍ଥ


ଜୀବନ ଗାଡି ର ଦ୍ରୁତ ଗତି ରେ ଦିଶୁନାହିଁ କାହିଁ ଅଭୁଲା ସେଇ ଅତୀତ । 


Rate this content
Log in