Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshirodra Sahu

Others

2  

Kshirodra Sahu

Others

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
70


 ହେ ଜଗତ ସାଇଁ !

ପଠାଇଲ ତୁମେ , ଆସିଲି ମୁଁ 

ଭୂ ଦେଖିବୁ 

ଭୂୂୂୂମା ପାଇବୁ

କହିଥିଲ ତହୁଁ ।

ଆସି ଦେଖିଲି ସଂସାର

ବିିିଚିତ୍ର ତା କରାମତି 

ଅହରହ ଚାଳିଛି ପାଲା ଏଥି , 

ଏ କରାମତି ରେ ଜିଇଁ ଜିଇଁ 

ଜୀବନ ହରାଇଛି ତା ଛନ୍ଦ 

ଛନ୍ଦ ହୀନ  ଜୀବନରେ

ମିିିଳୁ ନି ଘଡ଼ିଏ ସୁ ଅବସର ଆଜି , 

ଦିନ ଯାଇ ରାତି ପାହିଲା

ସଞ୍ଜ ସକାଳେ ରଙ୍ଗ ଦେଖାଇଲା , 

ଛନ୍ଦ କପଟରେ

ଆରାମ ଫେରି ନାହିଁ

ଅବସର ମଧ୍ୟ ବୁନ୍ଦାଏ ନାହିଁ , 

ହୋଇ ହୋଇ ଅନେକ ହୋଇଗଲାଣି

ଅନ୍ଧାର ଭିତରେ ମନ ଜାଣି ଗଲା

ସଂସାରେ ଆଉ ନାହିଁ

ତାଲ , ଳୟ , ରସ 

ଜୀବନ ଅନ୍ତଃ ଶୂନ୍ୟ

ଶୁଷ୍କ କାଠ ମଣିଷ

ଯାହା କେବଳ ଛନ୍ଦହୀନ ଜୀବନ ରେ !! 

    


Rate this content
Log in