ଚେରେ
ଚେରେ
1 min
6.9K
ଖୁଲା ଆକାଶ ନେ
ଉଡି ବୁଲୁଛେ
ପେଟ୍କା କେ ମୋର୍
ହଲେଇ ହଲେଇ ।
ନାଚୁଛେ ଖୁଲା
ପୁର୍ଥିବି ତଲେ
ପେଟ୍କା କେ ମୋର୍
ହଲେଇ ହଲେଇ ।
କରିଛେ ଗୁଡା
ମହୁଲ୍ ଡାଲେ
ଗାଏସି ଗୀତ୍
ଝରନା କୁଲେ
ପେଟ୍କା କେ ମୋର୍
ହଲେଇ ହଲେଇ ।
ଇ ପୁର୍ଥି ଲାଗୁଛେ
କେଡେ ସୁନ୍ଦର
ବନ୍ ପରବତେ
ଆମରି ଇ ସଁସାର
ସଂଜେ ସକାଲେ
ଦେଉଁଛୁ ରଡି
ଜୁଲିଜୁଲି ହେଇ
ଯାଏସୁଁ ଉଡି
ପେଟ୍କା କେ ଆମର୍
ହଲେଇ ହଲେଇ ।
ଡିସମ୍ବର ମେହେର
ଗଣ୍ଡାବାହାଲି