Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ବ୍ୟଥା

ବ୍ୟଥା

1 min
13


ଶବ୍ଦ ଏକ ଏମିତି ଭ୍ରମର

ଖାଲି ଗୁଂଜରିତ ହୁଏ

ଲେଖିଥାନ୍ତି ଯଦି ମନର କଥା

ଅକୁହା ବ୍ୟଥା, କବି ହୁଏ

କୁଶଳୀ ହୁଏ, କାରିଗର କି

ସୁଦକ୍ଷ ବିନ୍ଧାଣି, ଶବ୍ଦର

ଯାଦୁଗର, ଗଢିବାକୁ

ଶବ୍ଦରେ ଶବ୍ଦରେ

ମନର କୋଣାର୍କ

ସ୍ୱପ୍ନର ନନ୍ଦକାନନ

ପ୍ରୟାସ ମୋର ଲେଖିବାକୁ

ଅକୁହା ବ୍ୟଥା

କିଛି ମନର କଥା ।।


Rate this content
Log in