Bhumisuta Sahu
Others
ଶ୍ରାବଣ ରୁ କିଛି ବର୍ଷା ଚୋରେଇ ଥିଲି
ମୋ ହୃଦୟରେ ସାଇତିବା ପାଇଁ କଥା ଦେଇଥିଲି
ବିତିଗଲା କେତେ ବର୍ଷ କେତେ ଋତୁ ବିତିଗଲା
ସେଇଯେ ସାଇତା ବର୍ଷା ଲୁହ ହୋଇ ଝରିଗଲା
ଛାତି ତଳେ ରହିଗଲା ବାକି
ସ୍ମୃତି ଖାଲି ସ୍ମୃତି ସେ ଯେ ଅଭୁଲା ସ୍ମୃତି ।।
ନେତାଜୀ
ଡାକବାଲା
ସିଂହ ବାହିନୀ
ବିଷ୍ଣୁଙ୍କୁ ବୃ...
ଉଆଁସୀ କନ୍ୟା
ସୀତା ବିଦାୟ
ଶ୍ରାମାଙ୍କ ଜନ୍...
ଲଣ୍ଠନ
ଅସୁରକ୍ଷିତ ପରୀ
ନୀରବ ଝଡ଼