STORYMIRROR

Sushma Manjari Dash

Others

2  

Sushma Manjari Dash

Others

ବର୍ଷା

ବର୍ଷା

1 min
112

ବର୍ଷର ପ୍ରଥମ ଋତୁ ଅଟେ ଗ୍ରୀଷ୍ମ କାଳ

         ପ୍ରଚଣ୍ଡ ତାତିରେ ଶୁଖି ଯାଏ ନଈ ନାଳ

ବାାଷ୍ପୀଭୂତ ହୋଇ ଜଳ ଉଠଇ ଆକାଶେ

         ଖଣ୍ଡ ଖଣ୍ଡ ହୋଇ ମେଘ ଆକାଶରେ ଭାସେ

ଘନୀଭୂତ ହୋଇ ତାହା ଜଳ ସୃଷ୍ଟି ହୁଏ

          ଟୋପା ଟୋପା ବୁନ୍ଦା ଜଳ ବର୍ଷା ରୂପ ନିିିିଏ


Rate this content
Log in