Brundabana Pradhan
Others
ଆକାଶରେ ଆଜି
କଳାମେଘର ଛାଇ
ବର୍ଷିବି ବର୍ଷିବି
ବୋଲି ପାରୁନି ବର୍ଷି
ଦେଖି ପିକ ମାରୁଛି ହସି
ଥରକୁ ଥର ଦେଉଛି ନାଚି
ବିଜୁଳି ଚମକେ ସେ କଳାବାଦଲେ
ଚମକୁଛି ନଭ ଶୋଭା ଉଜ୍ଜ୍ୱଳେ ।
କତେ ହରଷରେ ସେ ଚଷା ଭାଇ
ବିଲରେ ସେ କେତେ କାମ କରଇ
ବେଙ୍ଗ ବେଙ୍ଗୁଲି ରଡି ଛାଡଇ
କେତେ ହରଷରେ ସତେ ବର୍ଷା ଆସଇ ।
ଗୁତିର ପୁସପୁନି
ରାସ୍ତା
ଧନୁଯାତ୍ରା ସମି...
ସ୍ୱପ୍ନର ନାୟିକ...
କିଏ ସେ ପ୍ରେୟସ...
ଶୋଇଛି ସହର
ସେ ଚେହେରା
ଇନ ନିଜର ଭାବନା...
ଭିନ୍ନ ଏକ ନିଆଁ
ଭଦ୍ର ମଣିଷ