STORYMIRROR

SASMITA ACHARJYA

Others

3  

SASMITA ACHARJYA

Others

ବର୍ଷା

ବର୍ଷା

1 min
13.7K


ବର୍ଷା ବର୍ଷା

ବୁନ୍ଦାଏ ବର୍ଷାର ପାଣି

ଦୋହଲାଏ ଯାଏ ସମୟ ସଂସାର ସାର

ଯେଉଁଠି ଦେଖି ବ ଖାଲି

ପାଣି ପାଣି ॥

ଆସ ଥରେ ଦିନେ ଧୀରେ ଧୀରେ

ସେ ମଳୟ ପବନରେ

ଉକି ମାରେ ଥାଏ

ପାହାଡ ପର୍ବତ

ଝରଣାରେ ।।

ବର୍ଷା ବର୍ଷା

ତମରି ନାମରେ ସୃଷ୍ଟିର ଜଗତ

ବର୍ଷା ବିନା ନ ହୁଏ ସୃଷ୍ଟିର ଅବଗତ

କୃଷି ଅପେକ୍ଷା କରିଛି ବର୍ଷାକୁ

ବର୍ଷାକୁ ଅପେକ୍ଷା ଆତୁଳ

କୃଷକକୁ ଫସଲ କରିବାକୁ ଉଦ୍ୟମ ଏହି ରତୁରେ

ବର୍ଷା ବର୍ଷା

ବର୍ଷା ଲାଗିଲା ଜୀବନରେ ଶେଷ ଯାଇ

ମନ ଗଭୀରତା ପତିଟି ଶଦ୍ଦ

ଆକଳନେ ଝରା ବର୍ଷାରେ କୋଣ

ଅନୁ କୋଣରେ ଭାସି ଆସୁଛି ଝଡି

ତଫନ ମହକରେ ବାଦଲ ଚହଟରେ ଦେଖାଯାଏ ବର୍ଷା ଘଡଘଡି

ବିଜୁଳି ଫାଟି ଫୁଟି ଆସି ଥାଏ ବର୍ଷା ଆଗମନ ସୂଚନା ଦେଇ ଥାଏ ବାତାବରଣ ଚିଠା ॥

ବର୍ଷା ବର୍ଷା …..


Rate this content
Log in