Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2.8  

Ram Prasad Bisoi

Others

ବର୍ଷା

ବର୍ଷା

1 min
7.3K


ବର୍ଷା-----------------!

ତମେ ଆସିଗଲା, ସତେ ଯେମିତି ଫେରି ଆସିଲା ମୋ ଯୌବନ, ତୁମୋ ସ୍ପର୍ଶରେ ଭିଜି ଗଲା ମାଟି, ଆକାଶ, ପୁଲକିତ ହେଲା, ସବୁଜିମାର ସବୁଜ ଶାଡି ପିନ୍ଧିଲା ପ୍ରକୃତି, ଗ୍ରୀଷ୍ମର ଚାତକ ନିର୍ଭୟରେ ଉଡ଼ିବୁଲିଲା ଆକାଶର ଛାତି ଚିରି, ବର୍ଷା-ରହିଗଲେ ହୁଅନ୍ତା ନି କାଳ କୁ କରି ଆକଟ ସାଜନ୍ତା ନି କି ? ଜୀବନ !!  ଏଠ" ବର୍ଷା ବୈଶାଳୀ" ।

@କାଶ୍ୟପ, ସନ୍ଧ୍ୟା-୬ ଟା ତା-୦୯-୦୭-୧୬, ରାୟଗଡ଼ା


Rate this content
Log in