STORYMIRROR

Tapan Dixit

Others

2  

Tapan Dixit

Others

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
2.8K


ଆଜନ୍ମରୁ ପରବାସୀ ଜନନୀ ମୁଁ 

ଦୂରୁ ତୋତେ କରୁଛି ଜୁହାର ... 

ଅନ୍ତୁଡ଼ି ଜଳିଛି ବୋଲି ଭାବେ ଆଜି 

‘ଓଡ଼ିଆ’ ମୁଁ ସନ୍ତାନ ତୋହର,

ଲଭିନି ଏ ହତଭାଗ୍ୟ ତୋ ଚରଣ 

ସେବାର ସୌଭାଗ୍ୟ, 

ତଥାପି ମୁଁ ଭାଗ୍ୟବାନ 

ଲଭି ତୋର ସନ୍ତାନ ଗୌରବ.. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in