STORYMIRROR

Puspanjali Panda

Others

3  

Puspanjali Panda

Others

ବଜରଙ୍ଗୀ ଭାଇଜାନ୍

ବଜରଙ୍ଗୀ ଭାଇଜାନ୍

1 min
150

ଚାହାଣୀ ଦେଖି

ରହୁଛି ଲାଖି

ମୋଦୁଇ ଆଖି

ମଣିଷ ବୋଲି

ମନ କଥା ତତେ

କହୁଛି ଖୋଲି

ଯିବୁ ନି ଭୁଲି

ଏଇ ଦୁନିଆ

ବୁଝେନି ହିଆ

ଲଗାଏନିଆଁ

ସବୁତ ମାୟା

ଜଙ୍ଗଲି ସିନା

ମାନୁଛୁ ମନା

ମନ ମାନେନା

କର ତୁ ଘେନା

ସ୍ନେହ ମୋହର

ତୁ ନୁହ ବାନର

ମଣିଷ ପର

ତୁ ବଜରଙ୍ଗୀ

ଭାଇ ମୋହର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍