କର ତୁ ଘେନା ସ୍ନେହ ମୋହର ତୁ ନୁହ ବାନର ମଣିଷ ପର ତୁ ବଜରଙ୍ଗୀ ଭାଇ ମୋହର । କର ତୁ ଘେନା ସ୍ନେହ ମୋହର ତୁ ନୁହ ବାନର ମଣିଷ ପର ତୁ ବଜରଙ୍ଗୀ ଭାଇ ମୋହର ।
ଜଗତେ ଅମର ଜ୍ଞାନର ସାଗର ମହାବୀର ହନୁମାନ ଦିଅ ପ୍ରଭୁ ଶକ୍ତି ସଦଜ୍ଞାନ ଶାନ୍ତି ତୁମ୍ଭ ପାଦେ ନିବେଦନ ... ଜଗତେ ଅମର ଜ୍ଞାନର ସାଗର ମହାବୀର ହନୁମାନ ଦିଅ ପ୍ରଭୁ ଶକ୍ତି ସଦଜ୍ଞାନ ଶାନ୍ତି ...