STORYMIRROR

Prasanta Bhunya

Others

2  

Prasanta Bhunya

Others

॥ ବିନୟାକାଙ୍କ୍ଷିଣୀ ॥

॥ ବିନୟାକାଙ୍କ୍ଷିଣୀ ॥

1 min
13.8K


ପତ୍ରଝଡ଼ା ଋତୁ ମେଲାଣି ମାଗୁଛି

ଶୀତ ଠିଆ ଏବେ ଦ୍ୱାରେ

ଋତୁରଙ୍ଗ ସବୁ ବଦଳି ଚାଲିଛି

ମଣିଷ ଜୀବନ ସୁରେ

ଶରତ କୋଳାଏ ତୁଷାର କଣାକୁ

ତୁଷାର ଛୁଏଁ ପଲ୍ଲବେ

ବିଦାୟ ମାଗଇ ପତ୍ରଝଡ଼ା ଋତୁ

ଶୀତ ପ୍ରବେଶ ଆହ୍ଲାଦେ

-ପ୍ରଭୂ


రచనకు రేటింగ్ ఇవ్వండి
లాగిన్