Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Others

5.0  

Ashis Kumar Swain

Others

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
237


କୁଆଁରୀ ଜୀବନେ ଆଣିଦିଏ ପରିବର୍ତ୍ତନ ,

ବିବାହ ବନ୍ଧନେ ସିନ୍ଦୂର ହୁଏ ତା ଜୀବନ ।

ବିନ୍ଦୁଏ ସିନ୍ଦୂର ମୂଲ୍ୟ ନାରୀ ପାଇଁ ଅମୂଲ ,

ଜୀବନେ ଭରିଦେ ହସ ଖୁସି ବୈକୁଣ୍ଠ ତୁଲ୍ୟ ।

ଦୁଇ ହାତ ମନ ଦୁଇ ପ୍ରାଣ ଏକାଠି କରେ ,

ଅଚିହ୍ନା ଚିହ୍ନା କରି ଗଢେ ସୁନ୍ଦର୍ ସଂସାର । ସୌଭାଗ୍ୟବତୀ ଚିହ୍ନ ଅଟଇ ରକ୍ତିମ ଚୂର୍ଣ୍ଣ ,

ବନ୍ଧନେ ବାନ୍ଧି ରଖେ ଶାନ୍ତ କୋମଳ ତା ମନ ।

ସେତ ସୀମନ୍ତରେ ଶୋଭା ପାଏ ସୁହାଗିନୀର,

ସୁନେଲି ଅଧ୍ୟାୟ ଚିରନ୍ତନ ପ୍ରେମ ସ୍ୱାକ୍ଷର ।


Rate this content
Log in