STORYMIRROR

Sujata Pati

Others

3  

Sujata Pati

Others

ବିଚଳିତ ଜୀବନ

ବିଚଳିତ ଜୀବନ

1 min
298

କରୋନା କରୋନା କରୋନା ,

ତୁ ଆମକୁ ଏମିତି  ଡରାନା।

ଆମେ ଦାଣ୍ଡକୁ ଯିବା ମନା ,

ଆମେ ବଜାର ଯିବା ମନା,


ଆମେ ମନ୍ଦିର ଯିବା ମନା ,

ଆମେ କା' ସାଥେ ଗପିବା ମନା,

ଚାରିଆଡୁ ଆମେ ବନ୍ଦୀ ହୋଇ ଅଛୁ

କରୁଛୁ  ଗୋଟେ ବାହାନା

କରୋନା


ମାନସିକ ସ୍ତରେ ନିଦ ହରିଲୁ ,

ଆର୍ଥିକ ସ୍ତରେ ଅଣ୍ଟା ଭାଙ୍ଗିଲୁ,

ଶାରୀରିକ ସ୍ତରେ ଆଣ୍ଠୋଇ ଦେଲୁ,

ମୃତ୍ୟୁର ଆତଙ୍କ ଖେଳାଇ ଜଗତେ

ଆତ୍ମୀୟ ମାନଙ୍କୁ ଦୂରେଇ ଦେଲୁ

ତଥାପି ତୋ ମନ ମାନେନା..

କରୋନା...କରୋନା..


ଜନମ ମରଣ ପ୍ରଭୁଙ୍କ ହାତରେ

ତୋର ଅଧୀନ ରେ କିଛି ନାହିଁ ,

ମିଛଟାରେ ତୁହି ଭୟ ସୃଷ୍ଟି କରୁ

ଆମେ ବି ଡରିବୁ ନାହିଁ।


ଯେଉଁ ବାଟେ ବାଟେ ଆସିଥିଲୁ ତୁହି

ସେହି ବାଟେ ବାଟେ ଯାଆ,

ଭ୍ଯାକସିନ୍ ସମସ୍ତେ ନେଇ ସାରିଲୁଣି

କେହି ହେବେନି  ତୋ ସାହା।

 ଛାଡି ଦେ ତୋ ମିଛ କଳ୍ପନା..

କରୋନା..କରୋନା..


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ