STORYMIRROR

Rakesh Sahoo

Others

3  

Rakesh Sahoo

Others

ବିବର୍ତ୍ତନ

ବିବର୍ତ୍ତନ

1 min
45


ଦିନ ପରେ ଦିନ ବିତିଗଲା ଏ ଜୀବନ 

ପୂର୍ଣ୍ଣ ହୁଏ କିଛି ସ୍ଵପ୍ନ କିଛି ହୁଏ ବିଲୀନ 

ବିତିଥିବା ଜୀବନ ଅଟେ ତ ଅଫେରା

ଭବିଷ୍ୟତ କେବେ ଆସି ଦିଏନି ଧରା ।।


ବର୍ତ୍ତମାନ ସମୟକୁ ନେଇ ବଞ୍ଚିବା 

ପ୍ରକୃତିର ଚୟନକୁ ଗ୍ରହଣ କରିନେବା 

ଭାବନାର ସୁଅରେ ଯିବାନି ବହି

ଦୁଃଖରେ କେବେ ଭାଙ୍ଗି ଯିବାନି।। 


ପରିସ୍ଥିତି ସହ କରିବା ସଙ୍ଘର୍ଷ 

ଗୁଣରେ ଭିନ୍ନତା ଆଣିବ ଅସ୍ତିତ୍ବ 

ବିବର୍ତ୍ତନର ରାସ୍ତା ହୋଇବ ପ୍ରଶସ୍ତ 

ସଂଗ୍ରହାଳୟରେ ରହିବ ହେଲେ ବିଲୁପ୍ତ ।।


ଜୈବସଂସ୍ଥାନର ଏଇ ବୋଧେ ମହତ୍ତ୍ୱ 

ଜୀବନରେ ସ୍ଥିରତା ଏକମାତ୍ର ତତ୍ତ୍ଵ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍