STORYMIRROR

Tapan Dixit

Others

2  

Tapan Dixit

Others

ଭୁଲ ଅଟେ ଅପେକ୍ଷା କରିବା

ଭୁଲ ଅଟେ ଅପେକ୍ଷା କରିବା

1 min
12.7K


ହଜାଇବା ଭୁଲ ନୁହେଁ.....

ଭୁଲ ଅଟେ ହଜାଇ ଖୋଜିବା,

ଯେ ଯାଇଛି ଚାଲି ଯାଉ

ବରଂ ଭଲ ଅନ୍ୟଟା ଖୋଜିବା,

ଇତିହାସ ଅତୀତର ଶୂନ୍ୟ ପରିକ୍ରମା

ଭବିଷ୍ୟତ ପ୍ରଶ୍ନବାଚୀ ଏକ

ବର୍ତ୍ତମାନ ସ୍ରୋତ ସଙ୍ଗେ

ଚାଲିଯିବା ଭଲ.......

ଭୁଲ ଅଟେ ଅପେକ୍ଷା କରିବା ।।

ତପନ ଦୀକ୍ଷିତ

ନାଶିକେଶ୍ୱର ,କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍