ଭାଏଲ୍ ତମେ ଜାନି ପକାତ
ଭାଏଲ୍ ତମେ ଜାନି ପକାତ
ଜେନ୍ ସମିଆଁ ନେ
ଭୁଲେ ଭୁଲେ ଭି ତମର୍ କଥା ଭାବି ନାଇଁ ଥିମିଁ
ହେନ୍'ତା କେନ୍'ସି ସମିଆଁ ନି ଥିବା
ତମର୍ ସୁରତା ବେଲେଁ ଭି
ନାଇଁ ଝରି କରି ଅଟ୍'କି ରହି ଜେଇଥିବା
ହେନ୍'ତା ଆଁଖଲ୍ ଇ ଆଁଖି ନି ଥିବା
ମନର୍ କଥା କହି ନି ସକେଁ ବଲି
ମୋର୍ ଭିତରେ ଭିତରେ ଜେନ୍ ଦରଦ୍ ସହୁଛେଁ
ତାହାରୁ ବଢା କେନ୍'ସି ଦରଦ୍ ନି ଥିବା
ଭାଏଲ୍ ତମେ ଜାନି ପକାତ,
ମୋର୍ ପରା ଆର୍ ଝନେ ନାଇଁ ଥିବା
ଜିଏ ମୋର୍ ନୁଁ ବେସି ତମ୍'କେ ଭଲ୍ ପଉଥିବା।
ଏତେ ପାଖେ ପାଖେ ଏନ୍'ତା
ଥେଇ କରି ଭି ତମେ ମୋର୍ ନହେଁ ବଲି
ପସ୍ତେଇ ଲାଗ୍'ସି ନିଜ୍'କେ
ମୋର୍ ମନର୍ ଅଜାନ୍'ତେ
ମନର୍ ରାନି ହେଇ ଗଲନ ବଲି
କେନ୍ତେହି କହେସିଁ ତମ୍'କେ
କହିଦେଲେ ଭାଏଲ୍
କଥା ଟା ଦୁସ୍'ରା ହେଇଜିବା କାଏଁ ବଲି
ନି ଫିଟାବାର୍ ମୋର୍ ଟୁଣ୍'କେ
ଭାଏଲ୍ ତମେ ଜାନି ପକାତ,
ମୋର୍ ପରା ଆର୍ କିହେ ନାଇଁ ଥିବା
ଜିଏ ସବୁ ବେଲେ ତମର୍ କଥା ହିଁ ଭାବୁଥିବା।
ତମର୍ କଥା ସୋର୍ ପଡ୍'ଲେ
ମୁଇଁ ମୋର୍ ମୋର୍ ହସୁଥିସିଁ ବଲି
ଦୁନିଆ ପାଗଲ୍ କହେଲେ କହୁ
ଜଦ୍'ଭି ତମର୍ ସୁର୍'ତା ରାକ
ଛାତି କେ ମୋର୍ ଦରଜ୍ ଦଉଥିବା
ଇ ଛାତି ଜିବନ୍-ଜାବତ୍ ସହୁ
ତମ୍'କେ ପାଏବାର୍ ଜଦି
ମୋର୍ ପଖେ ଭରମ୍ ହେଇଥିବା
ଇ ମନ୍-ଜିବନ୍ ଭର୍'ମେ ଭର୍'ମେ ରହୁ
ଭାଏଲ୍ ତମେ ଜାନି ପକାତ,
ମୋର୍ ପରା ଝନେ ସଁସାରେ ନାଇଁ ଥିବା
ଜିଏ ତମର୍ ଲାଗି ମରୁଥିବା ତମର୍ ଲାଗି ଜିଉଁଥିବା।
