STORYMIRROR

jagabandhu sahu

Others

3  

jagabandhu sahu

Others

ଭାବନା

ଭାବନା

1 min
132

କେବେ ହଜି ଯାଏ ଭାବନା ସହରେ

   କେବେ ଭିଜେ ବରଷାରେ

କେବେ କାନ୍ଦୁଥାଏ କେବେ ହସୁଥାଏ

   ବସେ ଯେବେ ଏକାନ୍ତରେ ।


କେବେ ଲେଖୁଥାଏ ପ୍ରିୟା ପାଖେ ଚିଠି

    ରାତି ସାରା ଚେଇଁ ଚେଇଁ

ହଜି ଯାଉଥାଏ ଡାକଘରେ ଚିଠି

    ଖୋଜି ଖୋଜି ପାଏ ନାହିଁ ।


କେବେ ଗପୁଥାଏ ଏକା ଏକା ବସି

    ପାଗଳ ଏ ମନ ମୋର

କହିବାକୁ ଅଛି ଯେତେ କଥା ସବୁ

    ଅଧା ରହିଯାଏ ମୋର ।


ପ୍ରେମ ବାଲିଘର ଭୁସୁଡି ପଡୁଛି

   ସ୍ବପ୍ନ ମୋର ଅଧା ରହେ

ରାତି ପାହିଗଲେ ନଦି ଭାଙ୍ଗିଗଲେ

     ସବୁ କିଛି ଲିଭି ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ