Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

3.9  

Gopinath Jena

Romance

ବଧୂ ନିରୁପମା

ବଧୂ ନିରୁପମା

1 min
175


ବାର ବାର ଚାହେଁ ତୁମରି ନୟନେ

 ତୁମେ କି ନ ପାରି ଜାଣି

ପାରେ ନାହିଁ କହି ପରାଣ ବୀଣାରେ

ବାଜେ ଯେ କେଉଁ ରାଗିଣୀ ।

ତୁମ ପାଇଁ ସବୁ ଅଶ୍ରୁ ମଧୁର 

ଅନୁଭୂତି ଦିଏ ଦେଖା 

ନୀରବେ ଉଦାସେ ତୁମଲାଗି ସଖୀ 

କବିତା କାହାଣୀ ଲେଖା ।

ମାନବ ଅଭିମାନ କା ଆଗେ କହିବି 

ତୁମେ ଯଦି ନ ଶୁଣିବ 

ଏଇ ଜୀବନର ମହାଗାନ ସହୀ 

ତୁମ ବିନା କେ ବୁଝିବ ? ।

ତୁମେ ମୋ କାବ୍ୟ ତୁମେ ମୋ କବିତା

ଜୀବନର ପ୍ରିୟତମା 

ଏ ଦୀନ କବିର ମହା ଗୈାରବ 

ତୁମେ ବଧୂ ନିରୁପମା ।



Rate this content
Log in