STORYMIRROR

pawan Mohakul

Children Stories Classics Inspirational

3  

pawan Mohakul

Children Stories Classics Inspirational

ବାପା

ବାପା

1 min
343

ଅଳୀ କୁ ଶୁଣନ୍ତି

ଶାସନ କରନ୍ତି ।

ବଜାର ବୁଲନ୍ତି

ଖେଳନା କିଣାନ୍ତି ।


ରୋଗରେ ଥିଲେ 

ପାଖରେ ସୁଆନ୍ତି ।

ୠଷି ଥିଲେ ଯେବେ

ମନାଇ ଖୁଆନ୍ତି ।


ଅବାଟରେ ଗଲେ 

ହୁଅନ୍ତି ଖପ୍ପା ।

ଚଳନ୍ତି ଠାକୁର

ସେ ଆମ ବାପା ।



Rate this content
Log in