STORYMIRROR

Prasanta Bhunya

Others

2  

Prasanta Bhunya

Others

ଅତ୍ୟନ୍ତ ସଂଯୋଗ

ଅତ୍ୟନ୍ତ ସଂଯୋଗ

1 min
13.6K


ତୋ ଛୁଆଁରେ ହିଁ

ଭାଷାକୋଷ ହୋଇଯାଏ

ମୁଁ

ମୋ ଛୁଆଁରେ ହିଁ

ନିର୍ଝରିଣୀଟିଏ ହୋଇଯାଉ

ତୁ

ତୁ ମୋ ଆଖିରେ ଲଦି ହୋଇଯାଉ

ତୋତେ ସ୍ୱରରେ ଉଠାଇ ନିଏ ମୁଁ

ଆମ ଏକସାଥିରେ ହିଁ ସାହିତ୍ୟ;

ସାହିତ୍ୟ

-ପ୍ରଭୂ


Rate this content
Log in