STORYMIRROR

rasmi maye pati

Others

2  

rasmi maye pati

Others

ଅସୀମ ମାହାତ୍ମ୍ୟ

ଅସୀମ ମାହାତ୍ମ୍ୟ

1 min
49

ବାଦ ବିବାଦ ଠୁ ଉର୍ଦ୍ଧ୍ଵ ରେ ସେ ନାମ

ଜାତି ଧର୍ମ ବର୍ଣ୍ଣ ଠାରୁ ସିଏ ଭିନ୍ନ

ଚିରନ୍ତନ ସତ୍ୟ ଏକା ସେହି ନାମ

ସବୁ ହୃଦୟ ରେ ଭରେ ସିଏ ପ୍ରେମ

ସବୁରି ହୃଦୟ ହେଉ ରାମ ମୟ

ରାମ ରାଜ୍ୟଟିଏ ଗଢ଼ିବ ନିଶ୍ଚୟ ।


ମାତ୍ର ଦି ଅକ୍ଷର ମାହାତ୍ମ୍ୟ ଅସୀମ

ଅବର୍ଣ୍ଣନୀୟ ସେ ଆଦି ଅନ୍ତ ହୀନ

ତୁଣ୍ଡେ ଉଚ୍ଚରିଲେ ପାପ ହୁଏ କ୍ଷୟ

ସାରା ବିଶ୍ବ ହେଉ ଆଜି ରାମ ମୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍