STORYMIRROR

Sadananda Sahoo

Others

3  

Sadananda Sahoo

Others

ଅନୁତାପ

ଅନୁତାପ

1 min
373


ଘଟଣା ପ୍ରବାହ ବିଚାର ବିମର୍ଷ 

   ଏକ ସଙ୍ଗେ ଦୁଇ ଯୋଡି , 

ତ୍ରୁଟିବ୍ଯୁଚିତିରେ ମାନବ ହିଁ'ଜଳେ 

    ଖୋଲି ଅନୁତାପ ପେଡ଼ି ! ! 


ଅନୁତାପ ନିଆଁ ଭାଗ୍ୟ ବିଡମ୍ବନା 

     ହୃଦୟକୁ ଜାଳି ଦିଏ , 

ପ୍ରାୟଶ୍ଚିତ ମିତ ଜଗତେ ମାନବ 

    ଅନଳରେ  ଜଳିଯାଏ ! ! 


ପ୍ରେମ ବିରହରେ ଅଭିସନ୍ଧି ଥାଏ 

     କଥାଟି  ନୁହେଁ ନୂଆଁ , 

ତଥାପି ମଣିଷ ଭାଳି ହୁଏ ସତ 

   ହୃଦୟରେ ଲାଗେ ନିଆଁ ! !


Rate this content
Log in