Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sangeeta Barik

Others

2  

Sangeeta Barik

Others

ଅନୁତାପ

ଅନୁତାପ

1 min
194



ଗୋଚରରେ ହେଉ ଅବା ଅଗୋଚରେ 

ତୄଟି କରିଥାଏ ଜନ,

ଅବଗତ ହୋଇ ସୁଧୁରିଲେ ନିଜେ

ସେହି ତା ମହତ ପଣ ।


ଅନୁତାପ ପରା ମହୌଷଧି ସମ

ଅନୁଭବେ ତୄଟି ଅନ୍ତେ,

ମାନସରେ ମନ୍ଥି ଆପଣା କରମ

ଚାଲେ ସଂଶୋଧିତ ପଥେ ।


ସୁନ୍ଦର ହୄଦୟ କରେ ଅନୁତାପ

ସଦା ସିଏ କ୍ଷମା ଯୋଗ୍ୟ,

ଶାନ୍ତି ମୈତ୍ରୀ ପଥେ ସର୍ବଦା ଚାଳିତ

ମନେ ପୂର୍ଣ୍ଣ ଭାବ ଭବ୍ୟ ।


Rate this content
Log in