STORYMIRROR

Bhagabat Sahoo

Others

3  

Bhagabat Sahoo

Others

ଅନୁଭୂତି

ଅନୁଭୂତି

1 min
142


ଅନୁଭୂତି ଏମିତି ଏକ ଶବ୍ବ ଯାହା ପ୍ରତ୍ୟକ ଜୀବନ ର ସୂତ୍ରଧର, ଅନୁଭୂତି 

ଜୀବନର ମାର୍ଗ ଦର୍ଶକ , ଯିଏ ଅନୁଭୂତି କି ନିଜ ଭିତରେ ସାଇତି ରଖିନି ସେ ଯେତେ ଶିକ୍ଷିତ ହେଉକି ଧନୀ , ସେ ତା ଜୀବନର ପୂର୍ଣ୍ଣ ତା ପାଇନି, ଅନୁଭୂତି ଜୀବନ ର ଦର୍ପଣ, ସେ ପ୍ରତ୍ୟକ ମଣିଷ କୁ ଆଗକୁ ବଢ଼ିବାକୁ ବାଟ ଦେଖାଏ,

ଅନୁଭୂତିରୁ ଜ୍ଞାନ ସଞ୍ଚୟ ହୁଏ, ଅନୁଭୂତି ନଥିଲେ ଯେକୌଣସି କାମ କଲେ ମଣିଷ ଧୋକା ଖାଏ , କଥାରେ ଅଛି ଅନୁଭୂତିଥିଲେ ଜୋତା ସିଲେଇ ଠାରୁ ଚଣ୍ଡୀପାଠ କରାଯାଇ ପାରେ, ଅନୁଭୂତି ନଥିଲେ, ସାଧରଣ ରେ ଆମେ ସମସ୍ତେ ଖାଉଥିବା ପାନ ଖଣ୍ଡିଏ ଭାଙ୍ଗି ନିଜେ ଖାଇବା କିମ୍ବା ସାଙ୍ଗ ସାଥୀ ବନ୍ଧୁକୁ ଉପହାର ଦେବା ଅସମ୍ଭବ , ଯେମିତି ପ୍ରତ୍ୟକ କାରିଗର ନିଜ ନିଜର ଅନୁଭୂତିକୁ ପାଥେୟ କରି, ବିଭିନ୍ନ 

ମୃତ୍ତି ଗଢି ପାରନ୍ତି , ଚିତ୍ର କୁ ନେଇ ଗଠନ ସହିତ ତାର ରଙ୍ଗ ରୁପକୁ ସୁନ୍ଦର ରୃପରେ ଗଢି ତୋଳନ୍ତି, ତେଣୁ ପ୍ରତ୍ୟକ କର୍ମ ପାଇଁ ଅନୁଭୂତି ନିହାତି ଆବଶ୍ୟକ !!



Rate this content
Log in