STORYMIRROR

Bhagabat Sahoo

Others

3  

Bhagabat Sahoo

Others

ଆସ ଉଡେଇବା ତ୍ରିରଙ୍ଗା ପାତାକା ===================

ଆସ ଉଡେଇବା ତ୍ରିରଙ୍ଗା ପାତାକା ===================

1 min
188


ଆସ ଉଡେଇବା ତ୍ରିରଙ୍ଗା ପାତାକା 

ଦେଶ ଜାତି ସ୍ୱାଭିମାନ 

ଆମେରେ ସ୍ୱାଧୀନ ଏ ଦେଶ ସ୍ୱାଧୀନ 

ଦେବାକୁ ଆମେ ପ୍ରମାଣ !!

କଣ୍ଠ କୁ ଫଟେଇ ଗାଇବାରେ ମିଶି 

ଆମେ ଜନ ମନ ଗଣ 

ସାରେ ଯାହାଂସାର ବାଇଦ ବଜେଇ 

କରିବାରବ କମ୍ପମାନ !!

ଦିନ ରେ ରାତିରେ ରୋଶଣୀ ଜଳେଇ ଫୁଟେଇବା ଆମେ ବାଣ 

ଆମରି ବୀରତ୍ୱ ଆମେ ଦେଖେଇବା 

ଆମେରେ ଦାଗି କମାଣ !!

ଆଜି ଜାନୁଆରି ଛବିଶି ରିଖରେ 

ଗଢା ଗଲା ସମ୍ବିଧାନ 

ଆମେ ମିଳି ମିଶି ସବୁ ଚଳିବାକୁ 

ଭୁଲି ଆମେ ଜାତି ଧର୍ମ !!

ଭାରତ ଅଟଇ ଆମ ଜନ୍ମ ଭୂମି 

ଆମେ ସବୁ ତାର ସନ୍ତାନ 

ମିଳେଇବା ହାତ ନେବାରେ ଶପଥ 

ରଖିବା ମାଆ ସମ୍ମାନ!!



Rate this content
Log in