STORYMIRROR

SushreeShibanee Das

Others

3  

SushreeShibanee Das

Others

ଅନ୍ତର୍ଗତେ ଅନ୍ତର୍ଯ୍ୟାମୀ, ହେ ଅନ୍ତରତମ.....

ଅନ୍ତର୍ଗତେ ଅନ୍ତର୍ଯ୍ୟାମୀ, ହେ ଅନ୍ତରତମ.....

1 min
43

ଅନିର୍ବାପିତ ଉଷ୍ମତା କୋହରେ, ଅଶ୍ରୁରେ..

ଅକିଞ୍ଚନ ର ବିଶ୍ୱାସ,

ପ୍ରତି ପ୍ରଶ୍ୱାସରେ,କରି କରାଉଥାଆ..

ସର୍ବସ୍ୱାନ୍ତ ଦୈନ୍ୟ ପଣେ ମୋତେ ଶ୍ରେଷ୍ଠ କରିଥା,

ହସା କି ତୁ କନ୍ଦାଉଥାଆ..

ତୃପ୍ତିରେ ବଂଚିବାକୁ ଦେ,କି କ୍ଷଣେକ୍ଷଣେ ମାରୁଥା,

କ୍ଲାନ୍ତଶ୍ରାନ୍ତ ତୃଷ୍ଣାତାନେ ବିରହିତ ଲଗନେ..

ମୋତେ' ଏହିଭଳି ତୋଳି ଧରିଥା,

ମୋତେ ଖାଲି ଏମିତି ତୋତେ ଦେଉଥା I

ମୋତେ ଖାଲି ଏମିତି ତୋତେ ଦେଉଥା l


Rate this content
Log in