STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
263

ମହାମାରୀକୁ ଯେ ଆଖି ଆଗେ ରଖି

    ଖୋଲି ନୂଆଁ ଅଭିଯାନ

ଅନଲାଇନ୍ ଶିକ୍ଷା ଟିଭି ମାଧ୍ଯମରେ

     ଦେଖାଇଲ ସବୁ ଦିନ

ସ୍କୁଲକୁ ନଯାଇ  ଛାତ୍ର ଛାତ୍ରୀ ସବୁ

    ପାଠ କଲେ ଅଧ୍ୟୟନ

ମନ ଦେଇ ସର୍ବେ ପାଠ ଶାଠ ପଢି

    ରଖିଲେ ଗୁରୁଙ୍କ ମାନ

ଗୁରୁଙ୍କ ଆଦେଶେ ଭଲ ଚାଟ ହୁଅ

    ରଖିଏ ଦେଶର ମାନ

ସରକାରଙ୍କର ଏ  ନୂତନ ପ୍ରୟାସ

     ରହୁ ସଭିଙ୍କର ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍